#ଦୀପ_ଜାଳିବା_ଆହ୍ୱାନ_ବୁମେରାଂ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ‘ସେବା ଓ ସଂକଳ୍ପ’ ଅଭିଯାନରେ ସାମିଲ ହେବା ସହ ଆଶୀର୍ବାଦର ଦୀପ ଜାଳିବାକୁ ବିଜେପି ନେତାଙ୍କ ଆହ୍ୱାନକୁ ନେଇ ସୋଶାଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ବୈଜୟନ୍ତ ପଣ୍ଡା ଓ ମନମୋହନ ସାମଲଙ୍କ ସୋଶାଲ ମିଡିଆ ପୋଷ୍ଟରେ ୟୁଜର୍ସ ବିଭିନ୍ନ ପ୍ରସଙ୍ଗ ଉଠାଇ ମତାମତ ରଖିଛନ୍ତି। ଦରଦାମ୍ ବୃଦ୍ଧି, ଚାକିରି, ଶିକ୍ଷା, ସ୍ୱାସ୍ଥ୍ୟ ଓ ଆଇନଶୃଙ୍ଖଳା ଭଳି ପ୍ରସଙ୍ଗକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।
#PMModi #NarendraModi #ModiBirthday #BJP #OdishaBJP #BJPLeaders #SocialMedia #SevaSankalp #OdishaPolitics