Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
राजनीति
मौत
बीजेपी
भाजपा
विधायक
Congress
Accident
Modi
Delhi
Viral
राजस्थान
Odisha
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Pmmodi
Kerala
Rahulgandhi
स्कूल

ସୋର: ରଘୁନାଥପୁର ଗଞ୍ଜ ଗ୍ରାମରେ ଚୋରି କରିବାକୁ ଆସି ବାଇକ ଛାଡି ପଳାଇଲେ ଚୋର

Soro, Balasore | Dec 12, 2025
ସୋର ଥାନା ମଧୁସୂଦନପୁର ପଞ୍ଚାୟତ ରଘୁନାଥପୁର ଗଂଜ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଚୋର ମାନେ ଚୋରି କରିବାକୁ ଆସି ଏକ ବାଇକ ଛାଡି ଚାଲି ଯାଇଥିବା ଜଣାପଡିଛି। ଏହି ଗ୍ରାମର ଶ୍ୟାମ ବନ୍ଧୁ ବାରିକଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ୨ ଦୁର୍ବୁତ୍ତ ଘରେ ପଶି ସୁନାଚେନ ସହ ନଗଦ ୫ ହଜାର ଟଙ୍କା ଚୋରି କରିଥିଲେ। ପରେ ତାଙ୍କ ଘର ବାଡ଼ିରେ ଲାଗିଥିବା ପାଣି ମୋଟରକୁ ଚୋରି କରୁଥିଲେ। ଏହି ସମୟରେ ଶ୍ୟାମବନ୍ଧୁ ଜାଣି ପାରି ଚୋର ମାନଙ୍କୁ ଗୋଡାଇବା ସହ ଗ୍ରାମବାସୀଙ୍କୁ ଖବର ଦେଇଥିଲେ।ଗ୍ରାମବାସୀ ମାନେ ଆସିଯିବାରୁ ଚୋର ମାନେବାଇକ, ଦୁଇ ହଳ ଚପଲ ସହ ପାଣି ମୋଟରଟିକୁ ଛାଡ଼ି ପଳେଇଥିଲେ।
ସୋର: ରଘୁନାଥପୁର ଗଞ୍ଜ ଗ୍ରାମରେ ଚୋରି କରିବାକୁ ଆସି ବାଇକ ଛାଡି ପଳାଇଲେ ଚୋର - Soro News