ନୟାଗଡ: ବାତ୍ୟା 'ଆକ୍ୱାନ' ପ୍ରଭାବ: ନୟାଗଡ଼-ଖଣ୍ଡୁଗାଁ ରାସ୍ତା ଜଳମଗ୍ନ, ହନ୍ତସନ୍ତ ଗ୍ରାମବାସୀ
ବାତ୍ୟା 'ଆକ୍ୱାନ' ପ୍ରଭାବରେ ନୟାଗଡ଼-ଖଣ୍ଡୁଗାଁ ରାସ୍ତାରେ ଦୁଇଦିନର ଲଗାଣ ବର୍ଷା ପାଣି ଜମି ଯାଇଛି। ଦୀର୍ଘଦିନ ଧରି ରାସ୍ତା ମରାମତି ହୋଇନଥିବାରୁ ସାମାନ୍ୟ ବର୍ଷାରେ ଲୋକେ ଯାତାୟାତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସ୍ଥାୟୀ ସମାଧାନ ପାଇଁ ଦାବି କରିଛନ୍ତି ଗ୍ରାମବାସୀ।