ଯଶିପୁର: ରରୁଆଁ ବ୍ଲକ୍ ଅନ୍ତର୍ଗତ ଟିଙ୍ଗିରିଆ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ , ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଯୋଗଦାନ
ମନ୍ତ୍ରୀ କୁ ରାସ୍ତା କଡରୁ ଛାତ୍ରଛାତ୍ରୀ ମାନେ ସ୍ୱାଗତ କରିଥିଲେ । ମନ୍ତ୍ରୀ ଛାତ୍ର ଛାତ୍ରୀ ମାନଙ୍କ ସହ ନିଜର ଅନୁଭବ ଓ ଉପଦେଶ ବିନିମୟ କରିଥିଲେ । ଶେଷ ରେ ବିଦ୍ୟାଳୟ ଉନ୍ନତି ଏବଂ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ମନ୍ତ୍ରୀ