Public App Logo
Profile Picture

JASHIPUR

@khiching123
4802Followers
0Following
କରଞ୍ଜିଆ: ଶୁକୃଳି ବ୍ଲକ ରେ ଥମୁନି ହାତୀ ଆତଙ୍କ , ଘର ଭାଙ୍ଗିବା  ସହିତ ପନିବାରିବ ଚାଷ ନଷ୍ଟ କଲେ ୨୫ ଟିକିଆ ହାତୀପଲ ।
ଯଶିପୁର: ଯଶିପୁର ଵଜାରକୁ ମିଳିଲା ଏନ୍ଏସି ମାନ୍ୟତା  
: ଅଫିସ ଶୁଭ ଉଦଘାଟନ କଲେ ଜଙ୍ଗଲ ପରିବେଶ ମନ୍ତ୍ରୀ
ଯଶିପୁର: ହାଡ଼ଭଙ୍ଗା ଶୀତ ରେ ଥରୁଛି ମୟୁରଭଞ୍ଜ , ଆଜି ୬ ଡିଗ୍ରୀକୁ ଖସିଲା ପାରଦ
କରଞ୍ଜିଆ: ୭୭ ତମ କରଞ୍ଜିଆ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଉପଜିଲ୍ଲାପାଳ ନେତୃତ୍ୱରେ  ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଯଶିପୁର: ପ୍ରବଳ କୁହୁଡି ସାଙ୍ଗକୁ ହାଡ଼ଭଙ୍ଗା ଶୀତ ରେ ଥରୁଛି ମୟୁରଭଞ୍ଜ , ଆଜି ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ କୁ ଖସିଲା ପାରଦ
କରଞ୍ଜିଆ: ବିଜେପିର ବନ୍ଧୁ ମିଳନ ଯୋଗଦେଲେ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ
ଯଶିପୁର: ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ କୁହୁଡି ସାଙ୍ଗକୁ ହାଡ଼ଭଙ୍ଗା ଶୀତ , ଆଜି ଜିଲ୍ଲାରେ ୩ ଡିଗ୍ରୀକୁ ଖସିଲା ପାରଦ
କରଞ୍ଜିଆ: ନୂତନ ବର୍ଷ ପାଇଁ ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା କିଚକେଶ୍ୱରୀ ମନ୍ଦିରରେ ୪ଟି ରାଜ୍ୟରୁ ଭକ୍ତଙ୍କ ଭିଡ଼
ଯଶିପୁର: ପ୍ରବଳ କୁହୁଡି ସାଙ୍ଗକୁ ହାଡ଼ଭଙ୍ଗା ଶୀତରେ ଥରୁଛି ମୟୁରଭଞ୍ଜ, ଜିଲ୍ଲା ରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ କୁ ଖସିଲା ପାରଦ
କରଞ୍ଜିଆ: ନୂତନ ବର୍ଷ ପାଇଁ ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା କିଚକେଶ୍ୱରୀ  ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡାକଡି
ଯଶିପୁର: ହାଡ଼ଭଙ୍ଗା ଶୀତ ରେ ଥରୁଛି ମୟୁରଭଞ୍ଜ, ଆଜି ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ କୁ ଖସିଲା ପାରଦ
କରଞ୍ଜିଆ: ଆକ୍ସନ ମୁଡରେ ରରୁଆ ପୋଲିସ ଏବଂ ମାଇନିଂ ବିଭାଗ  , ବିଭିନ୍ନ ବାଲି ଡିପୁ ଉପରେ ରେଡ଼
ଯଶିପୁର: ହାଡ଼ଭଙ୍ଗା ଶୀତ ରେ ଥରୁଛି ମୟୁରଭଞ୍ଜ,  ଶିମିଳିପାଳରେ ୫° ଡିଗ୍ରୀକୁ ଖସିଲା ପାରଦ
କରଞ୍ଜିଆ: ଠାକୁରମୁଣ୍ଡା ତହସିଲଦାରଙ୍କ  ସରକାରୀ ଗାଡି ସହିତ ଏକ ବୋଇତାଳୁ ବୋଝେଇ ଟ୍ରାକ୍ଟର ମୁହାଁ ମୁହିଁ ଧକ୍କା । ଦୁର୍ଘଟଣା ରେ  ଜଣେ ଗୁରୁତ୍ୱର
କରଞ୍ଜିଆ: ଶୁକୃଲି ବ୍ଲକରେ ଥମୁନି ହାତୀ ଆତଙ୍କ, ହାତୀ ପଲରେ ଅଛନ୍ତି ୨୫ ଟି ହାତୀ
ଯଶିପୁର: ହାଡ଼ଭଙ୍ଗା ଶୀତ ରେ ଥରୁଛି ମୟୁରଭଞ୍ଜ,  ଶିମିଳିପାଳରେ ୪° ଡିଗ୍ରୀକୁ ଖସିଲା ପାରଦ
ଯଶିପୁର: ହାଡ଼ଭଙ୍ଗା ଶୀତ ରେ ଥରୁଛି ମୟୁରଭଞ୍ଜ, ଆଜି ସକାଳ  ରିପୋର୍ଟ ଅନୁସାରେ ଶିମିଳିପାଳରେ ୬° ଡିଗ୍ରୀକୁ ଖସିଲା ପାରଦ
କରଞ୍ଜିଆ: ଶୁକୃଲି ବ୍ଲକରେ ଥମୁନି ହାତୀ ଆତଙ୍କ ।  ହାତୀ ପଲରେ ଅଛନ୍ତି ୨୫ ଟି ହାତୀ
ଯଶିପୁର: ହାଡ଼ଭଙ୍ଗା ଶୀତ ରେ ଥରୁଛି ମୟୁରଭଞ୍ଜ, ଶିମିଳିପାଳରେ ୫° ଡିଗ୍ରୀକୁ ଖସିଲା ପାରଦଆଜି
କରଞ୍ଜିଆ: ସୀମାନ୍ତବର୍ତୀ ଅଞ୍ଚଳରେ ଥମୁନି ହାତୀ ଆତଙ୍କ । ଏହି ହାତୀପଲ ପାଇଁ ୧୦୦ରୁ ଉର୍ଦ୍ଧ୍ବ ଗାଁରେ ଲାଗି ରହିଛି ହାତୀ ଆତଙ୍କ
ଯଶିପୁର: ମୟୁରଭଞ୍ଜ ଜିଲ୍ଲାର ଯଶିପୁର ବ୍ଲକ ରାମତୀର୍ଥ ଛକ ଠାରେ ଯଶିପୁର ମଣ୍ଡଳ ସ୍ତରୀୟ ନିର୍ବାଚନ ସଂସ୍କାର  ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ
ଯଶିପୁର: ମୟୁରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାର ସୀମାନ୍ତବର୍ତୀ ଅଞ୍ଚଳରେ ହାତୀ ଆତଙ୍କ । ହାତୀ ପଲରେ ଅଛନ୍ତି ୨୫ ଟି ହାତୀ
ଯଶିପୁର: କୁହୁଡି ସାଙ୍ଗକୁ ହାଡ଼ଭଙ୍ଗା ଶୀତ ରେ ଥରୁଛି ମୟୁରଭଞ୍ଜ, ଆଜି ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ କୁ ଖସିଲା ପାରଦ
ଯଶିପୁର: ରରୁଆଁ ବ୍ଲକ୍ ଅନ୍ତର୍ଗତ ଟିଙ୍ଗିରିଆ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ , ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଯୋଗଦାନ
ଯଶିପୁର: ଓଡିଶା ଏବଂ ଝାଡ଼ଖଣ୍ଡ ସୀମାନ୍ତବର୍ତୀ ଅଞ୍ଚଳରେ ହାତୀ ଆତଙ୍କ । ହାତୀ ପଲରେ ଅଛନ୍ତି ୨୫ ଟି ହାତୀ