ଭୁବନେଶ୍ୱର: ବଡଗଡ଼ରେ ତାରିଣୀ ମନ୍ଦିର ରୁ ଲୁଟି: ମୁଖା ପିନ୍ଧା 3 ଲୁଟେରା ଦାନ ବାକ୍ସ କାଟି ଚୁରି
Bhubaneswar, Khordha | Sep 9, 2026
ବଡଗଡ଼ ବ୍ରିଟ କଲୋନୀର ତାରିଣୀ ମନ୍ଦିରରୁ ବିଳମ୍ବିତ ରାତିରେ ତିନିଜଣ ମୁଖା ପିନ୍ଧା ଲୁଟେରା ମନ୍ଦିର ଦାନ ବାକ୍ସ କାଟି ଲୁଟି ନେଇଛନ୍ତି। ବଡଗଡ଼ ଥାନା ପୋଲିସ ଏହାର ତଦନ୍ତ କରୁଛନ୍ତି।