Public App Logo
Jansamasya
News
���ुलिस
Bjp
National
Police
Bihar
���िहार
���ीजेपी
Congress
Modi
Delhi
Viral
Crime
Odisha
Rajasthan
���मित_शाह
���िल्ली
Breakingnews
���हिला
Madhya_pradesh
Pmmodi
Ipl
Rahulgandhi
Haryana
Cricket
���ेजस्वी_यादव
Uttarakhand
Crimenews
Kolkata

ଝାରସୁଗୁଡା: ଝାରସୁଗୁଡାର ଶିଖ ସମ୍ପ୍ରଦାୟ ପକ୍ଷରୁ ଆଜି ଝାରସୁଗୁଡା ସହରରେ ଶ୍ରୀ ଗୁରୁ ତେଗ ବାହାଦୁର ସାହିବ ଜୀଙ୍କ 350 ତମ ଶ୍ରାଦ୍ଧ ବାର୍ଷିକୀ ପାଳନ

Jharsuguda, Jharsuguda | Nov 24, 2025
ଝାରସୁଗୁଡାର ଶିଖ ସମ୍ପ୍ରଦାୟ ପକ୍ଷରୁ ଆଜି ଝାରସୁଗୁଡା ସହରରେ ଶ୍ରୀ ଗୁରୁ ତେଗ ବାହାଦୁର ସାହିବ ଜୀଙ୍କ 350 ତମ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଇଛି l ଏହି ଅବସରରେ ଶିଖ ସମ୍ପ୍ରଦାୟ ପକ୍ଷରୁ ଏକ ଶୋଭାଯାତ୍ରା, ବାଇକ ରେଲି କରାଯିବା ସହ ଶ୍ରୀ ଗୁରୁ ତେଗ ବାହାଦୁର ସାହିବ ଙ୍କ ସ୍ମୃତିଚାରଣ କରାଯାଇଛି l ଜନକଲ୍ୟାଣ ପାଇଁ ଗୁରୁ ତେଗ ବହାଦୁର ଦେଖାଇ ଥିବା ମାର୍ଗ କୁ ଅନୁସରଣ କରିବା ସହ ସତ୍ୟ, ଶାନ୍ତି, ମୈତ୍ରୀ ର ବାର୍ତ୍ତା ଆଜି ଶିଖ ସମାଜ ପକ୍ଷରୁ ଦିଆଯାଇଛି l ଆଜି ଅପରାହ୍ନ ୪ ଟା ରୁ ରାତି ପ୍ରାୟ ୮ ଟା ଯାଏଁ ଶିଖ ସମାଜ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
ଝାରସୁଗୁଡା: ଝାରସୁଗୁଡାର ଶିଖ ସମ୍ପ୍ରଦାୟ ପକ୍ଷରୁ ଆଜି ଝାରସୁଗୁଡା ସହରରେ ଶ୍ରୀ ଗୁରୁ ତେଗ ବାହାଦୁର ସାହିବ ଜୀଙ୍କ 350 ତମ ଶ୍ରାଦ୍ଧ ବାର୍ଷିକୀ ପାଳନ - Jharsuguda News