Public App Logo
Jansamasya
Delhi
Viral
Jharkhand
���ेट्रोल
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
���ादी
Crimenews
Bareilly
Bcci
Agra
Breaking
Aimim
Railway
Biharnews
Fatehpur
Kanganaranaut
Amitshah
Meerut
Fire
No video available

ସମ୍ବଲପୁର ମ୍ୟୁନିସିପାଲଟି: ନେତାଜୀ ନଗର ସମର୍ଥ ଅନୁଷ୍ଠାନରୁ ସରକାରଙ୍କ ସମସ୍ତ ଅନୁଦାନ ଟଙ୍କାକୁ ପ୍ରଶାସନ କରିବ ଅସୁଲ, ଅଫିସରେ ସୂଚନା ଦେଲେ ଥବୀର ମହାନନ୍ଦ

ନେତାଜୀ ନଗରରେ ଥିବା ସମର୍ଥ ଅନୁଷ୍ଠାନ କୁ ସରକାରଙ୍କ ସମସ୍ତ ଅନୁଦାନ ଟଙ୍କାକୁ ପ୍ରଶାସନ କରିବ ଅସୁଲ l ସମର୍ଥ ଅନୁଷ୍ଠାକୁ 2 ବର୍ଷ ମଧ୍ଯରେ ରାଜ୍ୟ ସରକାର ଦେଇଛନ୍ତି 37 ଲକ୍ଷ 20 ହଜ଼ାର ଟଙ୍କା l ତେବେ ଏହି ଟଙ୍କାର ପ୍ରକୁତରେ ସୁବିନିଯୋଗ ହୋଇନଥିବା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି l ତେବେ ଏହି ସମସ୍ତ ଟଙ୍କା କିପରି ଜବତ କରାଯିବ ସେନେଇ ସାମାଜିକ ସୁରକ୍ଷା ବିଭାଗ ତାର ପ୍ରୋସେସ ଆରମ୍ଭ କରିଛି l ଏନେଇ ଆଜି ଅପରାହ୍ନ 4 ଟା ସମୟରେ ସାମାଜିକ ସୁରକ୍ଷା ଅଧିକାର ଥବିର ମହାନନ୍ଦ ସୂଚନା ଦେଇଛନ୍ତି l

MORE NEWS