Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Jharkhand
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Nda
School
Cbi
Mathura
Fatehpur
Jodhpur

ଭଦ୍ରକ ଗ୍ରାମାଞ୍ଚଳ: ଚାନ୍ଦବାଲି ଏନ ଏସି ରେ ଜବର ଦଖଲ ଉଛେଦ କାର୍ଯ୍ୟ ଆରମ୍ଭ

Bhadrak Rural, Bhadrak | Sep 11, 2025
ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ ଏସି ସଦର ଚାନ୍ଦବାଲି ବଜାର ରେ ତହସିଲ ପ୍ରଶାସନ ତରଫରୁ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି।ଉଠାଦୋକାନୀ ମାନେ ନିଜର ଦୋକାନ ଗୁଡ଼ିକୁ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ବଢ଼ାଇଥିଲେ ଯାହାକୁ ନେଇ ପ୍ରଶାସନ ପକ୍ଷରୁ ପ୍ରାୟ ଏକମାସ ରୁ ଉର୍ଦ୍ଧ ହେବ ନୋଟିସ ଦିଆଯାଇଥିଲା। ସମୁଦାୟ ୨୫୧ ଟି ଦୋକାନି ଙ୍କୁ ନୋଟିସ ଦିଆଯାଇଥିବା ଜଣାପଡିଛି। ଆଜି ଦିନ ୪ ଘଟିକା ପର୍ଯ୍ୟନ୍ତ ଜବର ଦଖଲ ଉଛେଦ ହୋଇଥିଲା

MORE NEWS

ଭଦ୍ରକ ଗ୍ରାମାଞ୍ଚଳ: ଚାନ୍ଦବାଲି ଏନ ଏସି ରେ ଜବର ଦଖଲ ଉଛେଦ କାର୍ଯ୍ୟ ଆରମ୍ଭ - Bhadrak Rural News