Public App Logo
Jansamasya
News
Bjp
National
Police
Bihar
बिहार
India
कांग्रेस
भाजपा
Congress
Modi
Delhi
Viral
Jharkhand
Rajasthan
Bollywood
Patna
Breakingnews
Narendramodi
Madhya_pradesh
Cm
Pmmodi
Rahulgandhi
यूपी
Uttarpradesh
Haryana
Uttarakhand
Crimenews
Aap

ଗୀତ ଭବନ ନିକଟସ୍ଥ ଏକ ପରିତ୍ୟକ୍ତ ଘରେ ଘଟିଥିବାନୃସିଂହ ବେହେରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ବେହେରାକୁ ଗିରଫ କରିଛି ଗୋସାଇନୁଆଁଗାଁ ଥାନା ପୋଲିସ । ପୁରୁଣା ଲୁହା ବିକ୍ରି ପରେ ଟଙ୍କା ଭଗବଣ୍ଟା କୁ ନେଇ ତିକ୍ତତା ,ପରେ ଜଗନ୍ନାଥ ବେହେରା ନୃସିଂହ କୁ ମାଡ଼ ମାରିବା ସହିତ ନିକଟରେ ଥିବା ସିମେଣ୍ଟ ଫୁଲକୁଣ୍ଡ କୁ ନୃସିଂହ ମୁଣ୍ଡରେ ଛେଚି ଦେଇ ହତ୍ୟା କରିଥିଲା । #gtavnewsodisha#BerhampurCity#silkcity#Odisha#berhampur#ganjam

Ganjam, Ganjam | Jun 10, 2026
ଗୀତ ଭବନ ନିକଟସ୍ଥ ଏକ ପରିତ୍ୟକ୍ତ ଘରେ ଘଟିଥିବାନୃସିଂହ ବେହେରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ବେହେରାକୁ ଗିରଫ କରିଛି ଗୋସାଇନୁଆଁଗାଁ ଥାନା ପୋଲିସ । ପୁରୁଣା ଲୁହା ବିକ୍ରି ପରେ ଟଙ୍କା ଭଗବଣ୍ଟା କୁ ନେଇ ତିକ୍ତତା ,ପରେ ଜଗନ୍ନାଥ ବେହେରା ନୃସିଂହ କୁ ମାଡ଼ ମାରିବା ସହିତ ନିକଟରେ ଥିବା ସିମେଣ୍ଟ ଫୁଲକୁଣ୍ଡ କୁ ନୃସିଂହ ମୁଣ୍ଡରେ ଛେଚି ଦେଇ ହତ୍ୟା କରିଥିଲା । #gtavnewsodisha#BerhampurCity#silkcity#Odisha#berhampur#ganjam - Ganjam News