#ଜୟପୁର_ପୌର_ପରିଷଦ_ହେବ_ପ୍ଲାଷ୍ଟିକ୍_ଫ୍ରି
ପ୍ଲାଷ୍ଟିକ୍ ପ୍ରଦୂଷଣ ରୋକିବା ଦିଗରେ ଜୟପୁର ପୌର ପରିଷଦର ନୂଆ ପଦକ୍ଷେପ। ଜୟପୁର ସହରକୁ ପ୍ଲାଷ୍ଟିକ୍ ଫ୍ରି କରିବା ପାଇଁ ପୌର ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।
ପ୍ଲାଷ୍ଟିକ୍ ବ୍ୟବହାର କମାଇବା ସହ ପରିବେଶ ସୁରକ୍ଷା ପାଇଁ ନାଗରିକ, ବ୍ୟବସାୟୀ ଓ ସମସ୍ତଙ୍କ ସହଯୋଗ ଜରୁରୀ। ସ୍ୱଚ୍ଛ ଓ ସୁସ୍ଥ ଜୟପୁର ଗଠନ ପାଇଁ ଆସନ୍ତୁ, ପ୍ଲାଷ୍ଟିକ୍ ବ୍ୟବହାରକୁ ନା କହିବା।
“ପ୍ଲାଷ୍ଟିକ୍ ମୁକ୍ତ ଜୟପୁର, ସ୍ୱଚ୍ଛ ଜୟପୁର” 🌱
#Jeypore #PlasticFreeJeypore #SwachhJeypore #PlasticFree #Koraput #OdishaNews