ପାରଳାଖେମୁଣ୍ଡି: ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଦକ୍ଷମ ଗ୍ରାମୀଣ ହାଟ, ସାମିଲ ହେଲେ 30ରୁ ଅଧିକ ଗୋଷ୍ଠୀ
ପାରଳାଖେମୁଣ୍ଡି ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହୋଇଛି ‘ଦକ୍ଷମ ଗ୍ରାମୀଣ ହାଟ’ । 30ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଅଂଶଗ୍ରହଣ କରି ବିଭିନ୍ନ କୃଷିଜାତ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶନ କରିଛନ୍ତି । ମହିଳା ଉଦ୍ୟୋଗୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏକ ବ୍ୟବହାରିକ ଶିକ୍ଷଣ ମଞ୍ଚ ସାଜିଛି ।