ରଣସାହିରେ ସ୍ବର୍ଗତ ରମାମଣି ଦାସଙ୍କ ଏକାଦଶାହରେ ଯୋଗଦେଲେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା
India | Oct 6, 2026
ବାଲେଶ୍ୱର ରଣସାହି ନିବାସୀ ସ୍ବର୍ଗତ ରମାମଣି ଦାସଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଯୋଗଦେଲେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା। ତାଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଲେ।