ତାଳଚେର ଗୁରୁଜାଙ୍ଗ ଗ୍ରାମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସ୍ୱରସ୍ବତୀଙ୍କ ଜନ୍ମ ଶତବାର୍ଷିକ ମହୋତ୍ସବ ' ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସ୍ୱାମୀ ଲକ୍ଷ୍ମଣାନନ୍ଦ ସ୍ୱରସ୍ବତୀଙ୍କ ଜନ୍ମ ମାଟି ଗୁରୁଜାଙ୍ଗ ଗ୍ରାମକୁ ଐତିହ୍ୟ ଗ୍ରାମ ଭାବେ ମାନ୍ୟତା ଦେଲେ ମୁଖ୍ୟମନ୍ତ୍ରୀ। ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କ ପ୍ରତିକ୍ରିୟା। #CMOOdisha #MohanMajhi #SwamiLaxmananandaSaraswati #BirthAnniversaryTribute #Talcher #angul #angulexpress #DharmendraPradhan
Anugul, Angul | Aug 21, 2026