Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Jharkhand
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Nda
School
Cbi
Mathura
Fatehpur
Jodhpur

ଭଦ୍ରକ ଗ୍ରାମାଞ୍ଚଳ: ବାସୁଦେବପୁର ପୈରପାଳିକା ରାଧାନାଥ ପୁର ଆଡିଆ ଗ୍ରାମ ର ନାବାଳିକା ଅପହରଣ ଘଟଣା, ଆଜି ମୃତ ଦେହଠାବ

Bhadrak Rural, Bhadrak | Sep 18, 2025
ଭଦ୍ରକ ଜିଲ୍ଲା ବାସୁଦେବପୁର ଆଡିଆଗ୍ରାମର ନାବାଳିକା ଅପହରଣ ଘଟଣା ଦୀର୍ଘ ୫ ଦିନ ପରେ ମିଳିଲା ଅପହୃତ ନାବାଳିକାର ମୃତଦେହ। ରାଧାନାଥପୁର ଆଡିଆ କୋଷ୍ଟକେନାଲ ନାଳରୁ ଉଦ୍ଧାର ହୋଇଛି ମୃତଦେହ। ଓଡ୍ରାଫ ଓ ଫାୟାର ମ୍ୟାନଙ୍କ ମିଳିତ ସର୍ଚ୍ଚ ଅପରେସନରେ କୋଷ୍ଟକେନାଲ ନାଳରୁ ଉଦ୍ଧାର ହୋଇଛି ମୃତଦେହ। ବାସୁଦେବପୁର ପୌରପାଳିକାର ରାଧାନାଥପୁର ଆଡିଆ ଗ୍ରାମର ଶନିବାର ସନ୍ଧ୍ୟାର ୯ ବର୍ଷର ନାବାଳିକା ଶୌଚ ହେବାକୁ ଯାଇଥିବାବେଳେ କେହି ଦୁର୍ବୃତ୍ତ ତାଙ୍କୁ ଅପହରଣ କରିନେଇଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ।ଆଜିଦିନ୧୨ ଘଟିକା ସମୟରେ ଠାବ ହୋଇଥିବା ସୂଚନା ମିଳିଛି।

MORE NEWS