ସୁକିନ୍ଦା: ସୁକିନ୍ଦା ବିଜେପି କାର୍ଯ୍ୟାଳୟରେ ମନ୍ତ୍ରୀଙ୍କୁ ଭେଟିଲେ ସ୍ଥାନୀୟ ଅଞ୍ଚଳ ବାସିନ୍ଦା
Sukinda, Jajpur | Dec 21, 2025 ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଶନିବାର ରାତିରେ ସୁକିନ୍ଦା ବିଜେପି କାର୍ଯ୍ୟାଳୟରେ ପହଞ୍ଚିବା ପରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାନଗଦି ବ୍ଲକ ଅଧିନସ୍ଥ ନଛିପୂରା ଗ୍ରାମ ପଞ୍ଚାୟତ ଖରଡ଼ାବନ୍ଦୀ ଗ୍ରାମ ବାସିନ୍ଦା , ଖପୁରୀଆପଦା ପଞ୍ଚାୟତ ବାସିନ୍ଦା , ଓ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ବାସିନ୍ଦା ସୁକିନ୍ଦା ବିଜେପି କାର୍ଯ୍ୟାଳୟରେ ପହଞ୍ଚି ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କୁ ଭେଟି ଶୁଭେଛା ଜଣାଇବା ସହିତ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ସମସ୍ୟାର ସମାଧନ ଓ ଉର୍ଣ୍ଣତି ମୂଳକ କାର୍ଯ୍ୟ ନିମନ୍ତେ ଆଲୋଚନା କରିଛନ୍ତି ସ୍ଥାନୀୟ ବାସିନ୍ଦା