ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର ଡଙ୍ଗରିଗୁଡ଼ା ଅଞ୍ଚଳରେ ଚାଲିଥିବା ଏକ ବଡ଼ ଜୁଆ ଆଡ୍ଡା ଉପରେ ମଧ୍ୟରାତ୍ରିରେ ଚଢ଼ାଉ କରିଛି ଉମରକୋଟ ପୁଲିସ। ଏହି ଚଢ଼ାଉ ସମୟରେ ୭ ଜଣ ଜୁଆଡ଼ିଙ୍କୁ ଗିରଫ କରାଯାଇଥିବା ବେଳେ ବିପୁଳ ପରିମାଣର ନଗଦ ଟଙ୍କା ଏବଂ କିଛି ଗାଡ଼ି ଜବତ କରାଯାଇଛି। ନୂତନ ଏସପିଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢ଼ାଉ କରାଯାଇଥିବା ସୂଚନା ମିଳିଛି l ||CHARCHA NEWS
https://charchanews.com/%e0%ac%9c%e0%ad%81%e0%ac%86-%e0%ac%86%e0%ac%a1%e0%ad%8d%e0%ac%a1%e0%ac%be-%e0%ac%89%e0%ac%aa%e0%ac%b0%e0%ad%87-%e0%ac%aa%e0%ad%81%e0%ac%b2%e0%ac%bf%e0%ac%b8-%e0%ac%9a%e0%ac%a2%e0%ac%bc%e0%ac%be/
Bhubaneswar M Corp, Khordha | Jun 7, 2026