ପୁରୀ ମ୍ୟୁନିସିପାଲଟି: ପୁରୀର ସରସ୍ୱତୀ ଶିଶୁମନ୍ଦିରରେ ନାବାଳିକା ସହ ଅସଦାଚରଣ ମାମଲାରେ ପୋଲିସ ଗିରଫ
Puri M, Puri | Sep 11, 2026 ପୁରୀର ରାଧାକାନ୍ତ ମଠ ପରିସର ଥିବା ସରସ୍ୱତୀ ଶିଶୁମନ୍ଦିରରେ ଜଣେ ପରିଚାଳନା ସଦସ୍ୟ ନାବାଳିକା ଛାତ୍ରୀଙ୍କ ସହ ଅସଦାଚରଣ କରିଥିବାର ଅଭିଯୋଗରେ ଟାଉନ ଥାନା ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣା ପରେ ଅଭିଭାବକ ମହଲରେ ଅସନ୍ତୋଷ ଜଣାପଡ଼ିଛି।