Public App Logo
Jansamasya
National
Bihar
Madhya_pradesh
Indianrailways
Patanjali
New_delhi
Chandigarh
South_delhi
Shahdara
Beattheheat
���हीद_दिवस
North_east_delhi
Nagaland
East_delhi
Tbmuktbharat
North_delhi
West_delhi
Notoadulteration
Railinfra4uttarpradesh
Railone
North_west_delhi
���िश्व_जल_दिवस
Thodadhyanse
Educationforall
Capacitybuilding
Worldwaterday
Chaitranavratri
Railsafety
���ंतर्राष्ट्रीय_वन_दिवस

ସମ୍ବଲପୁର ମ୍ୟୁନିସିପାଲଟି: ମହାନଗର ନିଗମ ଅନ୍ତର୍ଗତ ବୈଦ୍ୟନାଥ ଛକ ନିକଟରେ ଭଗବାନ ପର୍ଶୁରାମ ଜୟନ୍ତୀ ପାଳିତ

Sambalpur M, Sambalpur | Apr 30, 2025
ମହାନଗର ନିଗମ ଅନ୍ତର୍ଗତ ବୈଦ୍ୟନାଥ ଛକ ନିକଟରେ ଭଗବାନ ପର୍ଶୁରାମ ଜୟନ୍ତୀ ପାଳିତ ହୋଇଯାଇଛି l ଆଜି ସକାଳ 9 ଟା ସମୟରେ ସହରର ସମସ୍ତ ବ୍ରାହ୍ମଣ ମାନେ ଭଗବାନ ପର୍ଶୁରାମଙ୍କ ପୂଜାର୍ଚନା କରିଥିଲେ l ଏହି ପବିତ୍ର ପୂଜା କାର୍ଯ୍ୟରେ ସମସ୍ତ ରାଜନୈତିକ ଦଳର ନେତା, ସାଧାରଣ ଲୋକେ ମଧ୍ୟ ଯୋଗ ଦେଇ ଭଗବାନ ପର୍ଶୁରାମଙ୍କ ଆଶୀର୍ବାଦ ନେଇଥିଲେ l ଆଜି ସନ୍ଧ୍ୟାରେ ବୈଦ୍ୟନାଥ ଛକ ନିକଟରେ ଭଗବାନ ପର୍ଶୁରାମଙ୍କ ଜୟନ୍ତୀକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜିତ ହେବ l

MORE NEWS