ଅନୁଗୋଳରେ ପୋଲିସ–ଅଭିଯୋଜନ ସମନ୍ୱୟ ବୈଠକ।
୨୦ ଗୁରୁତର ମାମଲାରେ ଦୋଷସିଦ୍ଧି ପାଇଁ ୪୪ ଜଣ ସମ୍ମାନିତ।
୬୮% ଦୋଷସିଦ୍ଧି ହାର ସହ ରାଜ୍ୟରେ ଅନୁଗୋଳ ଦ୍ୱିତୀୟ।
ଦୋଷସିଦ୍ଧିର ସଂଖ୍ୟାରେ ଓଡ଼ିଶାରେ ପ୍ରଥମ ଅନୁଗୋଳ।
ଅନୁଗୋଳ ପୋଲିସର ସଫଳତାକୁ DPPଙ୍କ ପ୍ରଶଂସା।
SP ରାହୁଲ ଜୈନଙ୍କ ନେତୃତ୍ୱକୁ ବିଶେଷ ପ୍ରଶଂସା।
ପୀଡ଼ିତଙ୍କୁ ତ୍ୱରିତ ନ୍ୟାୟ ଉପରେ ଗୁରୁତ୍ୱ ।
#OdishaPolice #Spanugola #HighCourt #districtcourt #anugul #anguldistrictadministration #Rahuljain #angulexpress #CMOOdisha
Anugul, Angul | Sep 11, 2026