ବଲାଙ୍ଗୀର: ଡାହିମାଲ ଗାଁରେ ୩୮ ଟିକିଆ ହାତୀପଲଙ୍କ ଆତଙ୍କ, ଭାଙ୍ଗିଲେ ୨ ଘର, ଗଲା ବଳଦ ଓ ବାଛୁରୀଙ୍କ ଜୀବନ
ବଲାଙ୍ଗୀର ସଇଁତଳା ଡାହିମାଲ ଗାଁରେ ୩୮ ଟିକିଆ ହାତୀପଲଙ୍କ ଆତଙ୍କ। ୨ ଘର ଭାଙ୍ଗିବା ସହ ଗୋଟିଏ ବଳଦ ଓ ବାଛୁରୀଙ୍କୁ ଦଳି ମାରିଲେ ହାତୀ। ଅଳ୍ପକେ ବର୍ତ୍ତିଲେ ଗ୍ରାମବାସୀ। ବନ ବିଭାଗ ପଦକ୍ଷେପ ନେବାକୁ ସାଧାରଣରେ ଦାବି।