ନୂଆପଡା: ନୂଆପଡ଼ା: ସାପ କାମୁଡ଼ାରେ ଗୁରୁତର ମହିଳାଙ୍କୁ ନୂଆ ଜୀବନ ଦେଲା ଜିଲ୍ଲା ପ୍ରଶାସନ
ନୂଆପଡ଼ାର ଦୁର୍ଗମ ଧେକୁନପାଣି ଗ୍ରାମର ସାପ କାମୁଡ଼ା ପୀଡ଼ିତା ରାଜେଶ୍ୱରୀ ପାହାରିଆଙ୍କୁ ସମୟୋଚିତ ସହାୟତା ଯୋଗାଇଲା ଜିଲ୍ଲା ପ୍ରଶାସନ। ସୋସିଆଲ ମିଡିଆରେ ନିବେଦନ ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆମ୍ବୁଲାନ୍ସ ପଠାଯାଇ ତାଙ୍କୁ ଉଦ୍ଧାର କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି।