ଭୁବନେଶ୍ୱର: ଓରାଙ୍ଗଉଟାନଙ୍କ ରୁକ୍ତ ନମୁନା ସଂଗ୍ରହ, ସଂକ୍ରମଣ ରହିବା ଜଣାପଡ଼ିଲା
Bhubaneswar, Khordha | Sep 10, 2026
ଗତକାଲି ଉଦ୍ଧାର ହୋଇଥିବା ଓରାଙ୍ଗଉଟାନମାନଙ୍କର ରୁକ୍ତ ନମୁନା ଓ ସିକିଲ ସେଲ ସଂଗ୍ରହ କରାଯାଇଛି। ଓୟୁଏଟି ଅଧୀନ ଲ୍ୟାବରେ ପଠାଯିବା ଏହି ନମୁନାଗୁଡ଼ିକ ଓରାଙ୍ଗଉଟାନଙ୍କ ବୟସ, ପ୍ରଜାତି ଏବଂ ସଂକ୍ରମଣ ବିଷୟରେ ସୂଚନା ଦେବ।