Public App Logo
Jansamasya
News
पुलिस
Bjp
National
Bihar
India
कांग्रेस
बीजेपी
Gujarat
भाजपा
Accident
Congress
Modi
Delhi
Viral
Jharkhand
Up
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh
Haryana
Cricket
Uttarakhand

ଭଦ୍ରକ ଗ୍ରାମାଞ୍ଚଳ: ମତୋ ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଚାଷାଖଣ୍ଡ ଗ୍ରାମ ର ରାସ୍ତା ଖୋଳା କୁ ନେଇ ମତପ୍ରକାଶ କରିଛନ୍ତି।ଅଭୟ ସାହୁ

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମତୋ ଗ୍ରାମ ପଞ୍ଚାୟତ ଚଷାଖଣ୍ଡ ଗ୍ରାମ ର ମତୋ ଉଚ୍ଚ ବିଦ୍ୟାଳୟ ର ଫାଟକ ନିକଟ ଗ୍ରାମ କୁ ମୁଖ୍ୟ ରାସ୍ତା ରେ ଜରୁରୀ କାଳୀନ ଗାଡ଼ି ହେଉ ଅବା ଅଙ୍ଗନୱାଡ଼ି ଛୁଆଙ୍କ ଠାରୁ ଆରମ୍ଭ କରି ସ୍କୁଲ କଲେଜ ପିଲା ଓ ବୃଦ୍ଧ ବୃଦ୍ଧା ଯିବାଆସିବା ରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ, ଆଜି ମତୋ ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଅଭୟ ସାହୁ ମତପ୍ରକାଶ କରିଛନ୍ତି। ଆଜି ଦିନ ୨ ଘଟିକା ସମୟରେ ମତପ୍ରକାଶ କରିଛନ୍ତି।

MORE NEWS

🚨 ଦେଶୀ ମଦ ସହିତ ବିଅର ଜବତ, ୦୨ ଗିରଫ 🚨

ଅବକାରୀ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ। ଦେଶୀ ମଦ ସହିତ ବିଭିନ୍ନ ବ୍ରାଣ୍ଡର ବିଅର ଜବତ କରାଯାଇଥିବା ବେଳେ ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୨୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ସୂଚନା।

📌 ଘଟଣାର ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ।

👍 Like | 💬 Comment | 🔄 Share | 🔔 Follow

#ଦେଶୀମଦ #ବିଅରଜବତ #୦୨ଗିରଫ #ଅବକାରୀବିଭାଗ #ମଦଜବତ #OdishaNews #BreakingNews #OdiaNews #NewsUpdate

🚨 ଦେଶୀ ମଦ ସହିତ ବିଅର ଜବତ, ୦୨ ଗିରଫ 🚨 ଅବକାରୀ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ। ଦେଶୀ ମଦ ସହିତ ବିଭିନ୍ନ ବ୍ରାଣ୍ଡର ବିଅର ଜବତ କରାଯାଇଥିବା ବେଳେ ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୨୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ସୂଚନା। 📌 ଘଟଣାର ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। 👍 Like | 💬 Comment | 🔄 Share | 🔔 Follow #ଦେଶୀମଦ #ବିଅରଜବତ #୦୨ଗିରଫ #ଅବକାରୀବିଭାଗ #ମଦଜବତ #OdishaNews #BreakingNews #OdiaNews #NewsUpdate

Bhadrak Rural, Bhadrak | Aug 11, 2026

🚨 ରେଲୱେ ଟ୍ରାକ୍‌ରେ ଅଟକିଥିଲା ଟ୍ରକ୍! 😱🚆

ଚାହୁଁ ଚାହୁଁ ଘଟିଥାନ୍ତା ବଡ଼ ଦୁର୍ଘଟଣା! 😨

ଡ୍ୟୁଟିକୁ ଯାଉଥିବା ଯବାନମାନେ ଟ୍ରାକ୍‌ରେ ଅଟକିଥିବା ଟ୍ରକ୍‌କୁ ଦେଖି ମୁହୂର୍ତ୍ତକ ମଧ୍ୟ ବିଳମ୍ବ ନକରି ତୁରନ୍ତ ତାହାକୁ ହଟାଇଦେଲେ। ଯବାନଙ୍କ ତତ୍ପରତା ଯୋଗୁଁ ଟଳିଗଲା ଏକ ବଡ଼ ରେଳ ଦୁର୍ଘଟଣା! 🇮🇳🫡

👏 ଯବାନଙ୍କ ସାହସ ଓ ତତ୍ପରତାକୁ ସଲାମ!

🎥 ଦେଖନ୍ତୁ ଘଟଣାର ଭିଡିଓ…

ଆପଣଙ୍କ ମତରେ ଏହି ଯବାନମାନଙ୍କ ପାଇଁ ଗୋଟିଏ ❤️ ତ ହେବା ଉଚିତ୍?

#Damoh #Railway #QRF #SAF #IndianForces #RailwayTrack #Rescue #BreakingNews #ViralVideo #RCNOdia

🚨 ରେଲୱେ ଟ୍ରାକ୍‌ରେ ଅଟକିଥିଲା ଟ୍ରକ୍! 😱🚆 ଚାହୁଁ ଚାହୁଁ ଘଟିଥାନ୍ତା ବଡ଼ ଦୁର୍ଘଟଣା! 😨 ଡ୍ୟୁଟିକୁ ଯାଉଥିବା ଯବାନମାନେ ଟ୍ରାକ୍‌ରେ ଅଟକିଥିବା ଟ୍ରକ୍‌କୁ ଦେଖି ମୁହୂର୍ତ୍ତକ ମଧ୍ୟ ବିଳମ୍ବ ନକରି ତୁରନ୍ତ ତାହାକୁ ହଟାଇଦେଲେ। ଯବାନଙ୍କ ତତ୍ପରତା ଯୋଗୁଁ ଟଳିଗଲା ଏକ ବଡ଼ ରେଳ ଦୁର୍ଘଟଣା! 🇮🇳🫡 👏 ଯବାନଙ୍କ ସାହସ ଓ ତତ୍ପରତାକୁ ସଲାମ! 🎥 ଦେଖନ୍ତୁ ଘଟଣାର ଭିଡିଓ… ଆପଣଙ୍କ ମତରେ ଏହି ଯବାନମାନଙ୍କ ପାଇଁ ଗୋଟିଏ ❤️ ତ ହେବା ଉଚିତ୍? #Damoh #Railway #QRF #SAF #IndianForces #RailwayTrack #Rescue #BreakingNews #ViralVideo #RCNOdia

Bhadrak Rural, Bhadrak | Aug 11, 2026

ଭଦ୍ରକ ଗ୍ରାମାଞ୍ଚଳ: ମତୋ ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଚାଷାଖଣ୍ଡ ଗ୍ରାମ ର ରାସ୍ତା ଖୋଳା କୁ ନେଇ ମତପ୍ରକାଶ କରିଛନ୍ତି।ଅଭୟ ସାହୁ - Bhadrak Rural News