ବସ୍ତା: ବାଲିଆପାଳ ସୁବର୍ଣ୍ଣରେଖା କଲେଜରେ ABVPର ବିଜୟ ଶୋଭାଯାତ୍ରା
Basta, Balasore | Oct 16, 2026 ବାଲିଆପାଳ ସୁବର୍ଣ୍ଣରେଖା ମହାବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବା ଏବିଭିପି ପକ୍ଷରୁ ବିଜୟ ଶୁଭାଯାତ୍ରା ଅନୁଷ୍ଠିତ ହୋଇଛି। କଲେଜ ନିର୍ବାଚନରେ ସଫଳତା ପରେ ଛାତ୍ରଛାତ୍ରୀମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି।