ସୁକିନ୍ଦା: କଳିଙ୍ଗନଗର ଶିଳ୍ପାଚଳରେ ଶ୍ରମିକ ସୁରକ୍ଷା ଅଭିଯୋଗ ବଢ଼ୁଛି
Sukinda, Jajpur | Sep 10, 2026 କଳିଙ୍ଗନଗର ଶିଳ୍ପାଚଳରେ କଳକାରଖାନାଗୁଡିକରେ ଶ୍ରମିକ ସୁରକ୍ଷା ପ୍ରତି ଆଖ୍ ବୁଜିବା ଅଭିଯୋଗ ଉଠିଛି। ପଂଳରେ ଦିନକୁ ଶ୍ରମିକ ଦୁର୍ଘଟଣା ମାନେ ବଢ଼ିଛି ଏବଂ ପ୍ରଶାସନ ଏହା ପ୍ରତି ସଚେତନ ନହୋଇଥିବା ଦାବି ହେଉଛି।