Public App Logo
Jansamasya
News
पुलिस
Bjp
National
Bihar
India
कांग्रेस
बीजेपी
Gujarat
भाजपा
Accident
Congress
Modi
Delhi
Viral
Jharkhand
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh
Haryana
Cricket

ଦେବଗଡ: ସିନ୍ଦୁରାଖୋଳ ଗ୍ରାମରେ ହକି ପ୍ରତିଯୋଗିତା ଉଦଯାପିତ, କରଡାପାଳ ଚମ୍ପିୟାନ

ତିଲେଇବଣି ବ୍ଲକ ତାଳକୁଣ୍ଡି ଗ୍ରାମ ପଂଚାୟତ ସିନ୍ଦୁରାଖୋଳ ଗ୍ରାମରେ ଉତ୍କଳ ଜ୍ୟୋତି କ୍ଲବ ଆନୁକୂଲ୍ୟରେ ଚାଲିଥିବା ହକି ପ୍ରତିଯୋଗିତା ଶୁକ୍ରବାର ସନ୍ଧ୍ୟା ୫ ରେ ଉଦଯାପିତ ହୋଇଯାଇଛି । ସମୁଦାୟ ୧୬ ଟି ଦଳକୁ ନେଇ ଆୟୋଜିତ ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ରିଆମାଳ ବ୍ଲକର କୁଆଝରଣ ହକି ଦଳକୁ ୩-୦ ଗୋଲରେ ପରାସ୍ତ କରି ତିଲେଇବଣି ବ୍ଲକର କରଡାପାଳ ହକିଦଳ ଚମ୍ପିୟାନ ହୋଇଛି । ପ୍ରତିଯୋଗିତାର ଫାଇନାଲ ମ୍ୟାଚକୁ ରେଫରୀ ଭାବେ ସଞ୍ଜୟ ଲାକରା ଓ ସୁବେଶ ମିଂଜ ପରିଚାଳନା କରିଥିବାବେଳେ ଭାଷ୍ୟକାର ଭାବେ ଏଡ୍‌ମନ୍ କୁଲୁ ଓ ବିଶାଳ ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ ।

MORE NEWS

ଦେବଗଡ: ସିନ୍ଦୁରାଖୋଳ ଗ୍ରାମରେ ହକି ପ୍ରତିଯୋଗିତା ଉଦଯାପିତ, କରଡାପାଳ ଚମ୍ପିୟାନ - Debagarh News