Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Jharkhand
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी

ସିମୁଳିଆ: ମଇତାପୁର ଗ୍ରାମ ରେ ରାଧାକାହ୍ନୁ ମନ୍ଦିର ରେ ଲୁଟ, ସିସିଟିଭି ରେ କଏଦ ଲୁଟ ର ଦୃଶ୍ୟ

Similia, Balasore | Dec 13, 2025
କିଛି ଦିନ ବ୍ୟବଧାନ ପରେ ପୁଣି ମନ୍ଦିର କୁ ଟାର୍ଗେଟ କଲେ ଲୁଟେରା l ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁର ଗ୍ରାମ ରାଧାକାହ୍ନୁ ମନ୍ଦିର ରୁ ଗତକାଲି ବିଳମ୍ବିତ ରାତିରେ ଲୁଟ ହୋଇଥିବା ନେଇ ସିସି ଟିଭି ଫୁଟେଜ ରେ କଏଦ ହୋଇଛି। ଆଜି ମଇତା ପୁର ମହୋତ୍ସବ ଧୁମଧାମ୍ ରେ ହେବାକୁ ଥିବା ବେଳେ ପାର୍ଶ୍ଵ ରେ ଥିବା ମନ୍ଦିର ରୁ ଲୁଟି ନେଲେ ଦୁର୍ବୃତ୍ତ।ରାଧାକାହୁଁ ଙ୍କ ରୂପାସୁନା ଅଳଙ୍କାର ସମତେ ହୁଣ୍ଡୀ ବାକ୍ସ କୁ ନେଇଯାଇଥିବା ଦେଖିବାକୁ ମିଳିଛି l ଖବର ପାଇ ଆଜି ଶନିବାର ସକାଳ 9 ଘଟିକା ସମୟରେ ସିମୁଳିଆ ପୋଲିସ ତଦନ୍ତ ଜାରି l