ରାଜକନିକା: ଆଳି: ସଡ଼କ ଦୁର୍ଘଟଣାରେ ୨ ଯୁବକଙ୍କ ମୃତ୍ୟୁ, ପରିବାରକୁ ଭେଟିଲେ ଡାକ୍ତର ଦେବସ୍ମିତା ଶର୍ମା
ଗତକାଲି ରାତିରେ ସଡ଼କ ଦୁର୍ଘଟଣାରେ ପଦିନିପାଳ ପଞ୍ଚାୟତର ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ କଂଗ୍ରେସ ନେତା ଡାକ୍ତର ଦେବସ୍ମିତା ଶର୍ମା ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।