ମାର୍ଶାଘାଇ: ମାର୍ଶାଘାଇ ବଉଳାଙ୍ଗରେ ସିତନଙ୍କ ବଜ୍ରସୁନା ଠାକୁରାଣୀ ପୂଜା
କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଆଖୁଆ ଦକ୍ଷିଣୀ ପଞ୍ଚାୟତର ବଉଳାଙ୍ଗ ଗ୍ରାମରେ ସିତନଙ୍କ ବଜ୍ରସୁନା ଠାକୁରାଣୀ ପୂଜାରେ ଯୋଗଦେଲେ ଯୁବ ସମାଜ ସେବୀ ସତ୍ୟ ବ୍ରତ ନାୟକ। ସେ ମାଆଙ୍କ ଆଶୀର୍ବାଦ ନେବା ସହ ପ୍ରସାଦ ସେବନ କରିଛନ୍ତି।