କେନ୍ଦ୍ରାପଡା: କେନ୍ଦ୍ରାପଡ଼ା: ସ୍ଥାୟୀ ଜାଗା ଦାବିରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ମହିଳାଙ୍କ ଧାରଣା
କେନ୍ଦ୍ରାପଡ଼ା ଜିଲ୍ଲା କଜଳା ଗ୍ରାମର ୨୧ ନମ୍ବର ୱାର୍ଡର ମହିଳାମାନେ ସ୍ଥାୟୀ ବାସସ୍ଥାନ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଜିଲ୍ଲାପାଳଙ୍କ ସହ ସାକ୍ଷାତ ନ ମିଳିବାରୁ ସେମାନେ ଏଭଳି ପଦକ୍ଷେପ ନେଇଛନ୍ତି।