Public App Logo
Jansamasya
News
पुलिस
Bjp
National
Police
Bihar
India
चुनाव
बीजेपी
भाजपा
Congress
Modi
Delhi
Viral
Up
Rajasthan
Bollywood
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi
यूपी
कानपुर

ସିମୁଳିଆ: ଖଇରା ବ୍ଲକ ର ବିଭିନ୍ନ ସ୍ଥାନ ରେ ହାତୀ ଆତଙ୍କ, ହାତୀ ଆକ୍ରମଣ ରେ ଜଣେ ମୃତ, ଦୁଇ ଗୁରୁତର

Similia, Balasore | Dec 19, 2025
ଖାଦ୍ୟ ଅନ୍ନେଷଣ ରେ ଜନବସତି ଭିତରକୁ ପଶିଲା ହାତୀ, ଲୋକ ଭୟଭିତ ହାତୀ କୁ ଘଉଡ଼ାଇବା ପାଇଁ ବନ ବିଭାଗ ପକ୍ଷରୁ ଜୋରଦାର ପ୍ରୟାସ lଖଇରା ବ୍ଲକ ନଟାପଡା ଓ ବଟେଶ୍ୱର ଓ ସୋର - କୁପାରି ରାସ୍ତା ମହତିପୁର ରାସ୍ତା ରେ ଦନ୍ତା ହାତୀ ଚାଲୁ ଥିବା ଦେଖିବାକୁ ମିଳିଛି l ହାତୀ ଆକ୍ରମଣ ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇ ଆଜି ଶୁକ୍ରବାର ଅପରାହ୍ନ 2 ଘଟିକା ସମୟରେ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି l ମୃତ ଜଣ ଙ୍କ ହେଲେ ପୂର୍ବପଡା ଗ୍ରାମ ର ସୁରେନ୍ଦ୍ର ଦାସ l