Public App Logo
Jansamasya
News
पुलिस
Bjp
National
Bihar
India
चुनाव
बीजेपी
भाजपा
Congress
Modi
Delhi
Viral
Up
Bollywood
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi
यूपी
कानपुर
Uttarpradesh
Haryana

ପଟ୍ଟାଙ୍ଗୀ: ବାରମ୍ବାର ଗୁହାରି ପରେ ପ୍ରଶାସନ ନଶୁଣିବାରୁ ଅର୍ଥ ଆଦାୟ ପରେ ଶ୍ରମଦାନ କରି ରାସ୍ତା ନିର୍ମାଣ କଲେ ନୁଆ ଗୁଡ଼ା ଗ୍ରାମବାସୀ

Pottangi, Koraput | Sep 7, 2025
ପଟାଙ୍ଗୀ ବ୍ଲକ ସୀମାନ୍ତ ସମ୍ବାଇ ପଞ୍ଚାୟତର ନୂଆଗୁଡ଼ା ଗ୍ରାମର ଗ୍ରାମ ବାସି  ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅବଗତ କରିଥିବା ସତ୍ବେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଗ୍ରାମ ବାସି ବାଧ୍ୟ ହୋଇ ଅର୍ଥ ଆଦାୟ ପରେ ଶ୍ରମଦାନ କରି ରାସ୍ତା ନିର୍ମାଣ କରିଛନ୍ତି। ଆଗାମୀ ଦିନରେ ହେବାକୁ ଥିବା ତ୍ରି ସ୍ତରୀୟ ନିର୍ବାଚନ ରେ ଭୋଟ ବର୍ଜନ କରିବା ସହ ଏହି ରାସ୍ତା ଯଦି ଆଗାମୀ ଦିନରେ କାର୍ଯ୍ୟ ଆରମ୍ଭ ହୋଇନାହିଁ ତେବେ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଅଫିସ ଘେରାଉ କରିବା ପାଇଁ ଚେତାବନୀ ଦେଇଛନ୍ତି ନୂଆ ଗୁଡା ଗ୍ରାମବାସୀ।

MORE NEWS