ମାଲକାନଗିରି: ମାଲକାନଗିରି ଜିଲ୍ଲା ସିନ୍ଦିରିମାଳ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ସ୍ଵତନ୍ତ୍ର ଗ୍ରାମସଭା ଅନୁଷ୍ଠିତ
ମାଲକାନଗିରି ଜିଲ୍ଲା ସିନ୍ଦିରିମାଳ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ଵତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୨୦୩୦ ସୁଦ୍ଧା ସମସ୍ତ ଗ୍ରାମକୁ ମଡେଲ ଗ୍ରାମରେ ପରିଣତ କରିବାକୁ ସ୍ଵତନ୍ତ୍ର ରୂପରେଖ ପ୍ରସ୍ତୁତ କରାଯାଇଅଛି ।