ଗୁଣୁପୁର: ଗୁଣୁପୁର ବିକ୍ରମପୁରରେ ହରିନାମ ସଙ୍କୀର୍ତ୍ତନ: ଯୋଗଦେଲେ ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼
ଗୁଣୁପୁର ବିକ୍ରମପୁର ସଂଗମ ଘାଟସ୍ଥିତ ଆଦିତ୍ୟ ବେଦାନ୍ତ ଆଶ୍ରମରେ ଆୟୋଜିତ ହରିନାମ ସଙ୍କୀର୍ତ୍ତନ କାର୍ଯ୍ୟକ୍ରମରେ ଯୋଗଦେଲେ ପୌର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼। ସମସ୍ତଙ୍କ ସୁଖ ଓ ଶାନ୍ତି ପାଇଁ କଲେ ପ୍ରାର୍ଥନା।