Public App Logo
Jansamasya
News
���ुलिस
Bjp
National
Bihar
���ीजेपी
���िधायक
Congress
Modi
Delhi
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Uttarpradesh
���ादी
Crimenews
Aap
Indore
Bareilly

ରାସଗୋବିନ୍ଦପୁର: ମୋରଡା ପେଟ୍ରୋଲ ପମ୍ପଠାରେ ମହିନ୍ଦ୍ରା ମ୍ୟାକ୍ସ ଓ ବାଇକ ମଧ୍ୟରେ ଧକ୍କାରୁ ଗୁରୁତର ବାଇକ ଆରୋହୀଙ୍କ ମୃତ୍ୟୁ, ଶଵ ବ୍ୟବଚ୍ଛେଦ କରାଇଲା ପୁଲିସ

ମୋରଡା ନିର୍ବାଚନମଣ୍ଡଳୀ ତଥା ଥାନା ଅଧୀନ ମୋରଡା ପେଟ୍ରୋଲପମ୍ପ ଠାରେ ବାଇକ ଓ ଚାରିଚକିଆ ମହିନ୍ଦ୍ରା ମ୍ୟାକ୍ସ ଗାଡି ମଧ୍ୟରେ ଧକ୍କା ହେବାପରେ ଗୁରୁତର ବାଇକ ଆରୋହୀଙ୍କର ମୃତ୍ୟୁ ଘଟଣାରେ ରବିବାର ୪୨୨ ନମ୍ବରରେ ଦୁର୍ଘଟଣାଜନିତ ମାମଲା ରୁଜୁକରି ଶଵ ବ୍ୟବଚ୍ଛେଦ ପରେ ରବିବାର ଅପରାହ୍ନ ପାଞ୍ଚଟାରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କଲା ମୋରଡା ପୁଲିସ l ମୃତକ ଜଣକ ହେଉଛନ୍ତି ମୋରଡା ଥାନା ସରାଶୋଳ ଗ୍ରାମର ଜାସାୟ ମୁର୍ମୁ l

MORE NEWS