ତଲସରା: ବଡ଼ଗାଁ ହାଇସ୍କୁଲ ରେ ପିଏମଶ୍ରୀ ଉତ୍ସବ ୨୦୨୫-୨୬
ବଡ଼ଗାଁ ହାଇସ୍କୁଲ ପ୍ରାଙ୍ଗଣରେ ପିଏମଶ୍ରୀ ଉତ୍ସବ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବ ରେ ବିଡ଼ିଓ ପୁର୍ଣ୍ଣଚନ୍ଦ୍ର ଭୋଇ ମୁଖ୍ୟ ବକ୍ତା ଭାବେ ତହସିଲଦାର ଝରଣା ପ୍ରଧାନ ସମ୍ମାନିତ ଅତିଥି ଭାବ ରେ ବ୍ଳକ ଶିକ୍ଷା ଅଧିକାରୀ ଶାନ୍ତି ମୁନି ସୁରେଖା ହିରୋ ,ପଞ୍ଚଶଖା ଶିକ୍ଷା ସେତୁ ସଭାପତି ସୁଧିର ବିଶି, ସ୍କୁଲ ପରିଚାଳନା କମିଟିର ସଭାପତି ଅଦ୍ଵୈତ କୁମାର ନାୟକ, ଉପବାଚସ୍ପତି ପ୍ରତିନିଧି ବାବୁଲି କର୍ସେଲ ବରିଷ୍ଠ ଗ୍ରାମବାସୀ ପ୍ରତାପ ମହାପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।