Public App Logo
Jansamasya
National
Bihar
Madhya_pradesh
Indianrailways
Kalpanachawla
New_delhi
Chandigarh
South_delhi
Shahdara
Beattheheat
North_east_delhi
Nagaland
East_delhi
North_delhi
West_delhi
Notoadulteration
Bipinrawat
Railone
North_west_delhi
���िश्व_जल_दिवस
Thodadhyanse
Educationforall
Cds
Worldwaterday
Railsafety
Chaitranavratri
Smartrailyatri
Indianrailway
Railinfra4jharkhand

ତଲସରା: ଗରଗଡବାହାଲ ଖେଳ ପଡିଆ ରେ ଫୁଟବଲ ପ୍ରତିଯୋଗିତା ଉଦଘାଟିତ

Talasara, Sundargarh | Dec 20, 2025
ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ଗରଗଡବାହାଲ ଗ୍ରାମରେ ସ୍ଥାନୀୟ ଫାଇଟର କ୍ଲବ ଦ୍ଵାରା ଆୟୋଜିତ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦଘାଟୀତ ହୋଇଛି। ୧୬ ଟି ଟିମ୍ ଅଂଶଗ୍ରହଣ କରିଥିବା ଏହି ଟୁର୍ଣ୍ଣାମେଣ୍ଟ ର ଉଦଘାଟନୀ କାର୍ଯ୍ୟକ୍ରମ ରେ ସରପଞ୍ଚ ଗୋବର୍ଦ୍ଧନ ହାହା, ପୂର୍ବତନ ସରପଂଚ ଭଗବାନ ଲାକ୍ରା, ସନାତନ ବେହେରା, ପାଲାଗୁରୁ ପ୍ରଫୁଲ୍ଲ କୁମାର ସାହୁ, ଅବସରପ୍ରାପ୍ତ ପୋଲିସ ଅଫିସର ଶିଶିର ପାଣିଗ୍ରାହୀ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।