Public App Logo
Jansamasya
National
Bihar
Madhya_pradesh
Indianrailways
Kalpanachawla
New_delhi
Chandigarh
South_delhi
Shahdara
Beattheheat
North_east_delhi
Nagaland
East_delhi
North_delhi
West_delhi
Notoadulteration
Bipinrawat
Railone
North_west_delhi
���िश्व_जल_दिवस
Thodadhyanse
Cds
Educationforall
Worldwaterday
Chaitranavratri
Railsafety
Smartrailyatri
Indianrailway
Railinfra4jharkhand

ତଲସରା: ଭିଖମପୁର ଜଙ୍ଗଲରୁ ବିପୁଳ ମହୁଲ ପୋଚ ଓ ମଦ ନଷ୍ଟ କଲେ ବିରବିରା ଗ୍ରାମର ଠେଙ୍ଗା ବାହିନୀ ସଦସ୍ୟା

Talasara, Sundargarh | Dec 20, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ଅନ୍ତର୍ଗତ ଭିଖମପୁର ଗ୍ରାମ ନିକଟସ୍ଥ ଜଙ୍ଗଲ ରେ ବିରବିରା ଠେଙ୍ଗା ବାହିନୀ ଚଢ଼ାଉ କରି ବିପୁଳ ପରିମାଣର ମହୁଲ ପୋଚ ଓ ମଦ ନଷ୍ଟ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିରବିରା ଠେଙ୍ଗା ବାହିନୀ ର ବହୁ ମହିଳା ମାନେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।