Public App Logo
Jansamasya
National
Bihar
Madhya_pradesh
Indianrailways
Kalpanachawla
New_delhi
Chandigarh
South_delhi
Shahdara
Beattheheat
North_east_delhi
Nagaland
East_delhi
West_delhi
Notoadulteration
Bipinrawat
Railone
North_west_delhi
���िश्व_जल_दिवस
Thodadhyanse
Educationforall
Cds
Worldwaterday
Railsafety
Chaitranavratri
Smartrailyatri
Indianrailway
Railinfra4jharkhand
Safetyfirst

ତଲସରା: ତୁଡାଲଗା ମଙ୍ଗଳା ମନ୍ଦିର ରେ ନିଖିଳ ଉତ୍କଳ ଖଡୁରା ସମାଜର ବନ୍ଧୁମିଳନ ଓ ବାର୍ଷିକ ଉତ୍ସବ

Talasara, Sundargarh | Dec 20, 2025
ବ୍ଲକ ଅନ୍ତର୍ଗତ ତୁଡାଲଗା ଗ୍ରାମ ସ୍ଥିତ ମଙ୍ଗଳା ମନ୍ଦିର ପ୍ରାଙ୍ଗଣ ରେ ବଡ଼ଗାଁ ଖଡୁରା ସମାଜ ପକ୍ଷରୁ ଶନିବାର ଆୟୋଜିତ ନିଖିଳ ଉତ୍କଳ ଜିଲ୍ଲା ଖଡୁରା ସମାଜ ର ବନ୍ଧୁ ମିଳନ ଓ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ପୂର୍ବାହ୍ନ ରେ ସମାଜ କର୍ମକର୍ତ୍ତା ମାନେ ମଙ୍ଗଳା ମନ୍ଦିର ରେ ପୂଜାର୍ଚ୍ଚନା କଲାପରେ ବୈଠକ ସ୍ଥାନ ରେ ସମାଜ ର ଇଷ୍ଟ ଦେବୀ ମା ମାହେଶ୍ୱରୀ ଙ୍କ ପୂଜା ଓ ଭଜନ ଗାନ କରାଯାଇଥିଲା। ଏହି ବାର୍ଷିକ ଉତ୍ସବ ରେ ନିଖିଳ ଉତ୍କଳ ଖଡୁରା ସମାଜ ର ରାଜ୍ୟ ଉପ ସଭାପତି ପ୍ରଫେସର ଟହଲୁ ସାହୁ ମୁଖ୍ୟ ଅତିଥି ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମୂଲ୍ୟ କିଶୋର ପାତ୍ର ଅଂଶଗ୍ରହଣ କରିଥିଲେ।