Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
राजनीति
मौत
बीजेपी
भाजपा
विधायक
Congress
Accident
Modi
Delhi
Viral
राजस्थान
Odisha
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Pmmodi
Kerala
Rahulgandhi
स्कूल

କୋଟପାଡ: ରାମଗିରି ଧାନମଣ୍ଡି ଅବ୍ୟବସ୍ଥା କୁ ନେଇ ଖବର ପ୍ରସାରଣ ପରେ ମଣ୍ଡିରେ ପହଂଚି ତଦନ୍ତ କଲେ ବିଭାଗୀୟ ଅଧିକାରୀ

Kotpad, Koraput | Jan 14, 2026
ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ରାମଗିରି ସଦର ମହକୁମା ସ୍ଥିତ ଧାନମଣ୍ଡି ଅବ୍ୟବସ୍ଥା କୁ ନେଇ ଗତ କାଲି ଖବର ପ୍ରସାରଣ ପରେ ଆଜି ଅପରାହ୍ନ ୩ ଟା ରେ ମଣ୍ଡିରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ବିଭାଗୀୟ ଅଧିକାରୀ l ଆଜି ଏଆରସିଏସ ରଞ୍ଜନ କୁମାର ସାହୁ, ଏସିଏସଓ ପ୍ରିୟମ୍ବତା ବେହେରା, ବୈପାରୀଗୁଡା ଯୋଗାଣ ନିରୀକ୍ଷକ ସନ୍ତୋଷ ବେହେରା ଓ ଲେମ୍ପସ ଏମଡି ରବିନାରାୟଣ ମିଶ୍ର ପ୍ରମୁଖ ରାମଗିରି ମଣ୍ଡିରେ ପହଂଚି ଥିଲେ l ଚାଷୀଙ୍କ ସହ ଆଲୋଚନା କରି ଫେରିଛନ୍ତି l ଗତକାଲି ରାମଗିରି ମଣ୍ଡିରୁ କିଛି ଧାନ ଉଠିଛି ପୁଣି ଆଜି ଉଠା ଚାଲିଛି, ଟାର୍ଗେଟ ଅନୁଯାଇ ସମସ୍ତ ଧାନ ଉଠିବ ବୋଲି କହିଛନ୍ତି l