Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

କୋଟପାଡ: ବୈପାରୀଗୁଡା ବ୍ଲକ କାର୍ଯ୍ୟଳୟରେ ବିଜେଡି ପକ୍ଷରୁ ନୂତନ ବିଡ଼ିଓ ଙ୍କୁ ସ୍ବାଗତଂ ସମ୍ମର୍ଦ୍ଧନା

Kotpad, Koraput | Jan 15, 2026
ବୈପାରୀଗୁଡା ବ୍ଲକ କାର୍ଯ୍ୟାଳୟରେ ବିଜେଡି ପକ୍ଷରୁ ନୂତନ ବିଡ଼ିଓ ଙ୍କୁ ସ୍ବାଗତଂ ସମ୍ମର୍ଦ୍ଧନା l ବୈପାରିଗୁଡା ବ୍ଳକରେ ଆଠ ମାସ ପରେ ସ୍ଥାୟୀ ବିଡ଼ିଓ ପଦବୀ ପୂରଣ ହେଲା l ନୂତନ ବିଡ଼ିଓ ଭାବେ ସୁବ୍ରତ ସାହୁ ଯୋଗଦାନ ଦେଇଛନ୍ତି l ଏହି ଅବସରରେ ବୈପାରୀଗୁଡା ବିଜୁଜନତା ଦଳର ଶତାଧିକ କର୍ମୀ ପଂଚାୟତ ସମିତି କାର୍ଯ୍ୟାଳୟ ରେ ପହଂଚି ନୂତନ ବିଡ଼ିଓ ସୁବ୍ରତ ସାହୁଙ୍କୁ ଫୁଲ ତୋଳା ଓ ଉପଢ଼ୋକନ ଦେଇ ସ୍ବାଗତ ଜଣାଇଥିଲେ l