Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Gujarat
Accident
Congress
Modi
Delhi
Viral
Up
Rajasthan
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh

#ବଢ଼ିପାଣିରେ_ଭାସି_ଯାଉଥିଲେ_ଦୁଇ_ମହିଳା_ଉଦ୍ଧାର_କଲା_ଅଗ୍ନିଶମ_ବିଭାଗ। କାଠ ଆଣିବା ପାଇଁ ଯାଇ ସାଲୁଙ୍କି ନଦୀ ପାଲଝାର ଡ୍ୟାମ ତଳ ମୁଣ୍ଡରେ ଫସିଲେ ଦୁଇ ମହିଳା । ବୋୖଦ୍ଧ ଅଗ୍ନିଶମ ବିଭାଗ ର ତିନି ଘଣ୍ଟା ପରିଶ୍ରମ ପରେ ସୁରକ୍ଷିତ ଉଦ୍ଧାର ହେଲେ ଦୁଇ ମହିଳା । ମହିଳା ଦୁଇଜଣ ଙ୍କ ମଧ୍ୟରୁ ଜଣେ ହେଲେ ଲକ୍ଷ୍ମୀପଦର ଗ୍ରାମର ଯଶବନ୍ତି ନାୟକ ହୋଇଥିବା ବେଳେ ଅନ୍ୟଜଣେ ତାଙ୍କ ସମ୍ପର୍କୀୟା କୁମାରୀ ମାଝୀ ହୋଇଥିବା ସୂଚନା । ଗତ ୪ଦିନ ହେଲା ଲଗାଣ ବର୍ଷା ପାଇଁ ନଦୀ ରେ ମୂଳ ଲଂଘଉଛି ବନ୍ୟା ଜଳ । ସେପଟେ ଏକ ଗଛ ବୁଦା ଧରି ଉଛୁଳା ନଦୀ ରେ ନିଜ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିଲେ ଦୁଇ ମହିଳା । ସୁରକ୍ଷିତ ଉଦ୍ଧାର କଲା ଅଗ୍ନିଶମ ବିଭାଗ । ଦେଖନ୍ତୁ କିଭଳି ଥିଲା ସେତେବେଳେ ର ଦୃଶ୍ୟ । ଅତି ବିପଦପୂର୍ଣ୍ଣ ରହିଛି ସେତେବେଳେ ର ଦୃଶ୍ୟ । #boudh #Odisha #OdishaNews #heavyrain #weather #angulexpress #viralpost

Anugul, Angul | Jul 6, 2026

MORE NEWS

#ବଢ଼ିପାଣିରେ_ଭାସି_ଯାଉଥିଲେ_ଦୁଇ_ମହିଳା_ଉଦ୍ଧାର_କଲା_ଅଗ୍ନିଶମ_ବିଭାଗ। କାଠ ଆଣିବା ପାଇଁ ଯାଇ ସାଲୁଙ୍କି ନଦୀ ପାଲଝାର ଡ୍ୟାମ ତଳ ମୁଣ୍ଡରେ ଫସିଲେ ଦୁଇ ମହିଳା । ବୋୖଦ୍ଧ ଅଗ୍ନିଶମ ବିଭାଗ ର ତିନି ଘଣ୍ଟା ପରିଶ୍ରମ ପରେ ସୁରକ୍ଷିତ ଉଦ୍ଧାର ହେଲେ ଦୁଇ ମହିଳା । ମହିଳା ଦୁଇଜଣ ଙ୍କ ମଧ୍ୟରୁ ଜଣେ ହେଲେ ଲକ୍ଷ୍ମୀପଦର ଗ୍ରାମର ଯଶବନ୍ତି ନାୟକ ହୋଇଥିବା ବେଳେ ଅନ୍ୟଜଣେ ତାଙ୍କ ସମ୍ପର୍କୀୟା କୁମାରୀ ମାଝୀ ହୋଇଥିବା ସୂଚନା । ଗତ ୪ଦିନ ହେଲା ଲଗାଣ ବର୍ଷା ପାଇଁ ନଦୀ ରେ ମୂଳ ଲଂଘଉଛି ବନ୍ୟା ଜଳ । ସେପଟେ ଏକ ଗଛ ବୁଦା ଧରି ଉଛୁଳା ନଦୀ ରେ ନିଜ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିଲେ ଦୁଇ ମହିଳା । ସୁରକ୍ଷିତ ଉଦ୍ଧାର କଲା ଅଗ୍ନିଶମ ବିଭାଗ । ଦେଖନ୍ତୁ କିଭଳି ଥିଲା ସେତେବେଳେ ର ଦୃଶ୍ୟ । ଅତି ବିପଦପୂର୍ଣ୍ଣ ରହିଛି ସେତେବେଳେ ର ଦୃଶ୍ୟ । #boudh #Odisha #OdishaNews #heavyrain #weather #angulexpress #viralpost - Anugul News