କଙ୍କଡାହାଡ: କଙ୍କଡାହାଡ଼ ଧାନ ମଣ୍ଡିରେ ବାରମ୍ବାର ଟୋକନ କଟିବା ଓ ଅନ୍ୟାନ୍ୟ ଅସୁବିଧା ପାଇଁ ରବିବାର ୨ଟାରେ ଚାଷୀ ମଣ୍ଡିରେ ରଖିଲେ ପ୍ରତିକ୍ରିୟା
କଙ୍କଡାହାଡ଼ ଧାନ ମଣ୍ଡିରେ ବାରମ୍ବାର ଟୋକନ କଟିବା ଓ ଅନ୍ୟାନ୍ୟ ଅସୁବିଧା ପାଇଁ ରବିବାର ୨ଟାରେ ଚାଷୀ ମଣ୍ଡିରେ ରଖିଲେ ପ୍ରତିକ୍ରିୟା ।ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଳକରେ ଥିବା ଧାନ ମଣ୍ଡିରେ ଚାଷୀ ମାନେ ନାହିଁ ନଥିବା ହାଇରାଣ ହେବା ସହିତ ବାରମ୍ବାର ଟୋକନ କଟି ଯାଉଥିବା କାରଣରୁ ଚାଷୀ ରବିବାର ରଖିଲେ ପ୍ରତିକ୍ରିୟା ।