ପାରଳାଖେମୁଣ୍ଡି: ବାଳ-ମୁକୁନ୍ଦ କେନ୍ଦ୍ର ଦ୍ଵାରା ସାମାଜିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଆନ୍ତର୍ଜାତୀୟ ଦାରିଦ୍ର୍ୟ ଦୂରୀକରଣ ଦିବସ ଓ ପର୍ବପର୍ବାଣୀ ଉପଲକ୍ଷେ ବାଳ-ମୁକୁନ୍ଦ କେନ୍ଦ୍ର ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ। ପରିବେଶ ସୁରକ୍ଷା, ଶ୍ରମ ମର୍ଯ୍ୟାଦା ଓ ଦରିଦ୍ର ନାରାୟଣ ସେବା ଉପରେ ହେଲା ଆଲୋଚନା।