ଜଗତସିଂହପୁର: PM-Kisan: ଓଡ଼ିଶାର 35 ଲକ୍ଷ ଚାଷୀଙ୍କୁ ମିଳିଲା PM-କିଷାନ ସମ୍ମାନ ନିଧିର 24ତମ କିସ୍ତି
ପିଏମ-କିଷାନ ସମ୍ମାନ ନିଧିର 24ତମ କିସ୍ତି ପ୍ରଦାନ କରାଯାଇଛି। ଏଥିରେ ଓଡ଼ିଶାର 35 ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କୁ 700 କୋଟିରୁ ଅଧିକ ଟଙ୍କା ମିଳିଛି। ଜଗତସିଂହପୁରଠାରେ ଏ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।