Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
मौत
Accident
Congress
Modi
Delhi
Viral
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ସିମୁଳିଆ: ଖଇରା ବ୍ଲକ ର ବିଭିନ୍ନ ସ୍ଥାନ ରେ ନୂତନ ରାସ୍ତା ଶୁଭ ଶିଳାନ୍ୟାସ କଲେ ବିଧାୟକ

Similia, Balasore | Dec 7, 2025
ବିଧାୟକ ଙ୍କ ଦ୍ୱାରା ବିଭିନ୍ନ ସ୍ଥାନ ରେ ନୂତନ ରାସ୍ତା ର ଶିଳାନ୍ୟାସ l ଆଜି ରବିବାର ଅପରାହ୍ନ 5 ଘଟିକା ପର୍ଯ୍ୟନ୍ତ ଖଇରା ବ୍ଲକ ର ଗୋବିନ୍ଦପୁର, ନହଙ୍ଗ ଓ ଜିଆଣିପଦା ଠାରେ ନୂତନ ରାସ୍ତା ର ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା ଙ୍କ କରକମଳ ରେ ଶୁଭଶିଳାନ୍ୟାସ କରିଥିଲେ l ଦୀର୍ଘଦିନ ଧରି ଉକ୍ତ ରାସ୍ତା ଗୁଡିକ ଶୋଚନୀୟ ଅବସ୍ଥା ରେ ରହିଥିଲା l ଏହି ଶିଳାନ୍ୟାସ ପରେ ବହୁ ଲୋକ ମାନେ ସୁବିଧା ପାଇପାରିବେ ବୋଲି ବିଧାୟକ ପ୍ରକାଶ କରିଥିଲେ l ଏଥିରେ ଜିଲ୍ଲାପରିଷଦ ରଶ୍ମିତା ମହାପାତ୍ର,ବ୍ଲକ ଅଧକ୍ଷା ଅଭିଲିପ୍ସା ସାହୁ ସମେତ ସ୍ଥାନୀୟ ଲୋକ ପ୍ରତିନିଧି ମାନେ ଉପସ୍ଥିତ ଥିଲେ l