କୋକଡିସେମଳାରେ ସ୍କୁଲ ହଷ୍ଟେଲ ର କାନ୍ଥ ଡେଇଁ ପ୍ରେସର କୁକୁର ଫାଟି ଗୁରୁତର ହୋଇପଡ଼ିଥିବା ଛାତ୍ରଙ୍କୁ ଉଦ୍ଧାର କଲେ ପ୍ରଦୀପ ମାଝୀ ଗୁରୁତର ଛାତ୍ର ଙ୍କୁ ହଷ୍ଟେଲ କାନ୍ଥ ଡେଇଁ ଉଦ୍ଧାର କରି ଜିଲ୍ଲାପାଳଙ୍କୁ ହସ୍ତାନ୍ତର କଲେ,ଏବଂ ଛାତ୍ର ଙ୍କ କିଛି ହେଇଗଲେ ଜିଲ୍ଲା ରେ ନିଆଁ ଜାଳିଦେବି ବୋଲି ଦେଲେ ଧମକ , ଦିନେ କୁ ଦୁଇ ଦିନ ନୁହେଁ, ୯ ଦିନ ଧରୀ ପ୍ରେସର କୁକର ଫାଟି ଗୁରୁତର ଆହତ ଜଣେ ୭ ସପ୍ତମ ଶ୍ରେଣୀରେ ଛାତ୍ରଙ୍କୁ ରାତି ଶୁକ୍ରବାର ରାତି ୯ଟାରେ ହଷ୍ଟେଲ କାନ୍ଥ ଡେଇଁ ପ୍ରଦୀପ ମାଝୀ ଉଦ୍ଧାର କରିଛନ୍ତି