ଭୁବନେଶ୍ୱର: ବିଜୟା ଦଶମୀ ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
Bhubaneswar, Khordha | Oct 20, 2026
ପବିତ୍ର ବିଜୟା ଦଶମୀ ତଥା ଦଶହରା ଅବସରରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅସତ୍ୟ ଉପରେ ସତ୍ୟର ବିଜୟର ଏହି ପର୍ବକୁ ନେଇ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।