ପରଜଙ୍ଗ: କଙ୍କଡ଼ାହାଡ଼ ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣି, ଅସହାୟଙ୍କୁ ମିଳିଲା ଆର୍ଥିକ ସହାୟତା
କଙ୍କଡ଼ାହାଡ଼ ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ଜିଲ୍ଲାପାଳଙ୍କ ମିଳିତ ଜନଅଭିଯୋଗ ଶୁଣାଣି ଶିବିର। ଏଥିରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଶୁଣାଯିବା ସହ ଅସହାୟ ବ୍ୟକ୍ତିଙ୍କୁ CMRF ଓ ରେଡକ୍ରସ ପାଣ୍ଠିରୁ ମୋଟ ୨୦,୦୦୦ ଟଙ୍କା ସହାୟତା ପ୍ରଦାନ କରାଯାଇଛି।